Friday, September 15, 2017

Odisha WhatsApp posts ଓଡ଼ିଆ ପୋଷ୍ଟ

[ଗଳ୍ପଟିଏ ]

*ମନ୍ଦିର ବାହାରେ ଲେଖା ଥାଏ ଏକ ନିରାଟ ସତ୍ୟ ।*
*ଯଦି ଉପବାସ କରିଲେ ଭଗବାନ ଖୁସି ହୁଅନ୍ତେ ତା ହେଲେ ଏ ସଂସାରରେ ଖାଲି ପେଟରେ ବୁଲୁଥୀବା ଭିକାରୀ ସବୁଠାରୁ ଭାଗ୍ୟବାନ ବ୍ୟକ୍ତି ହୁଅନ୍ତେ।*
*ତେଣୁ ଉପବାସ ଅନ୍ନର ନୁହଁ ବିଚ୍ଚାରର କର। ମଣିଷ ନିଜେ ପ୍ରଥମେ ଠିକ୍ ହେବା ଦରକାର ।*
*ଯେତେବେଳେ ଚଢେଇ ଜୀବିତ ରହିବାକୁ ଚାହେଁ ସେ ପିମ୍ପୁଡିକୁ ଖାଦ୍ୟ ରୂପେ ଗ୍ରହଣ କରିଥାଏ ।* *ସେଇଥୀପାଇଁ ଏହି କଥାକୁ ଧ୍ୟାନ ରଖୀବା ଦରକାର କି ସମୟ ଓ ପରିସ୍ଥିତି କେଉଁ ସମୟରେ ମଧ୍ୟ ବଦଳିପାରେ । ତେଣୁ କେବେବି କାହାକୁ ଅପମାନ କରିବା ଅନୁଚିତ୍ ।* *କେବେବି  କାହାକୁ ନିଜଠାରୁ କମ୍ ଗଣନା କରିବା ଅନୁଚିତ୍ ।* *ତୁମେ ଶକ୍ତିଶାଳୀ ହୋଇପାର କିନ୍ତୁ ସମୟ ତୁମଠାରୁ ବଳବାନ।*
*ଗୋଟିଏ ଗଛରୁ ଲକ୍ଷ ଲକ୍ଷ ମାଚିସ୍ କାଠି ତିଆରି କରାଯାଇ ପାରେ କିନ୍ତୁ ଗୋଟିଏ ମାଚିସ୍ କାଠିରୁ ଲକ୍ଷ ଲକ୍ଷ ବୃକ୍ଷଲତା କୁ ଜଳାଯାଇ ପାରିବ । କେହି କେତେ ଭି ନା ଶକ୍ତିଶାଳୀ  ହୋଇଯାଉ  କିନ୍ତୁ ସମୟ ଓ ପରିସ୍ଥିତି ତାକୁ ଶକ୍ତିଶାଳୀ ହେବାର ସୁଯୋଗ ଦେଇ ନ ଥାଏ ।*
*ବିଧୀର ବିଡମ୍ବନା ଅନୁସାରେ କଣ୍ଠ ଦେଲା କୋଈଲୀକୁ କିନ୍ତୁ ରୂପ ଦେଲା ନାହିଁ । ରୂପ ଦେଲା ମୟୂରକୁ  କିନ୍ତୁ ଇଚ୍ଛା ଦେଲା ନାହିଁ । ଇଚ୍ଛା ଦେଲା ମଣିଷକୁ କିନ୍ତୁ ସନ୍ତୋଷ ଦେଲା ନାହିଁ।ଦେଲା ସନ୍ତୋଷ ସନ୍ଥକୁ କିନ୍ତୁ ସଂସାର ଦେଲା ନାହିଁ । ଦେଲା ସଂସାର ଚଲାଇବାକୁ ଦେବା ଦେବୀଙ୍କୁ କିନ୍ତୁ ତାଙ୍କଠାରୁ ମଧ୍ୟ ମୋକ୍ଷ ଚ୍ଛିନ୍ନ କରିଦେଲା ।*
*କରିବୁନି କେବେ ମଧ୍ୟ ଗର୍ବ ନିଜ ଉପରେ "ଏ ମଣିଷ" ଭଗବାନ ତୋରି ଆଉ ମୋରି ପରି କତେ ଯେ ମାଟିରେ ଗଢି ମାଟିରେ ମିଶାଇ ଦେଇଚ୍ଛି । ସଂସାରରେ ମଣିଷ 3ଟି ସ୍ବାର୍ଥପାଇଁ ପରିଶ୍ରମ କରିଥାଏ --------------*
*1:- ମୋ ନାମ ଉଚ୍ଚା ହେଉ   2:- ମୋ ଜୀବନଶୈଳି ଓ ବେଶଭୂଷା ଭଲ ହେଉ   3:- ମୋ ଘରଦ୍ବାର ଭଲ ହେଉ । କିନ୍ତୁ ମଣିଷ ମଲାପରେ ସର୍ବପ୍ରଥମେ ଏହି 3ଟି ଜିନିଷର ପରିବର୍ତନ ଦେଖାଦେଇଥାଏ ।*
*1:- ନାମ (ସ୍ବର୍ଗିୟ)*   
*2:-ଜୀବନଶୈଳୀ ବେଶଭୂଷା(କଫନ୍)*
*3:- ଘରଦ୍ବାର (ଶ୍ମଶାନ)*
*ଯାହାକୁ ଆମେ ବୁଝିବାକୁ ଚେଷ୍ଟା କରୁନୁ ଗୋଟିଏ ପଥର ଥରେ ମନ୍ଦିରକୁ ଗଲାପରେ ସେ ଭଗବାନ ହୋଇଯାଏ କିନ୍ତୁ ମଣିଷ ପ୍ରତିଦିନ ଯାଏ ତଥାପି ସେ ପଥର ହୋଇରହିଥାଏ । ଗୋଟିଏ ନାରୀ ପୁତ୍ରଟିଏ ଜନ୍ମଦେଲା ପରେ ତାର ଯୌବନ ତ୍ୟାଗ କରିଥାଏ କିନ୍ତୁ ସେହିପୁତ୍ର ସୁନ୍ଦର ପତ୍ନୀପାଇଁ ନିଜ ମାଆକୁ ତ୍ୟାଗ କରିଥାଏ ।*
*ଜୀବନରେ ସବୁ ସମୟରେ ଆମେ ଜୟ ଚାହିଁଥାଉ କେବଳ ଫୁଲଦୋକାନ ଏକମାତ୍ର ସ୍ଥାନ ଯେଉଁଠି ଆମେ ଯାଇ କହିଥାଉ ହାର୍ ଦରକାର କାରଣ ଆମେ ଭଗବାନକଙ୍କଠାରୁ ଜୟକରି ପାରୁନାହିଁ ।*
*ଧୀରେ ପଢନ୍ତୁ ଏହା ବହୁତ ମୂଲ୍ୟବାନ ଅଟେ । ସେଇଥୀପାଇଁ କଥାରେ ଅଛି :-* *waqt ka pata nehi chalta apno k sath, par apnoka pata chalta hai waqt k sath, waqt nehi badalta apno ke sath, par apne jarur badal jate hain waqt ke sath.*
*ତେଣୁ ବନ୍ଧୁ ଏ ଜୀବନ ବହୁତ ମୂଲ୍ୟବାନ ଅଟେ କାହିଁକି ନା ଏ ଜୀବନ ଯାହା ହେଉନା କାହିଁକି ଏହାମାତ୍ର ଥରେ ମିଳିଥାଏ।*

*ତେଣୁ  ...... ବନ୍ଧୁ ଯଦି ନିଜ ଜୀବନପ୍ରତି ଲୋଭଥାଏ ତାହେଲେ ଏହାକୁ ଏତେଜଣଙ୍କୁ Send କର ଯେପର୍ଯ୍ୟନ୍ତ ପୁଣିଥରେ ନିଜ ପାଖକୁ  message ଆସିବ।*